Tag: DASAM
-
ଏଥର ବଢିବ ଏ-୧ ପିଲାଙ୍କ ସଂଖ୍ୟା : ଆରମ୍ଭ ହେଲା ମାଟ୍ରିକ ଛାତ୍ରଛାତ୍ରୀଙ୍କ ବ୍ଲକ ସ୍ତରୀୟ କର୍ମଶାଳ
ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଦଶମ (DASAM: an initiative towards academic excellence) କାର୍ଯ୍ୟକ୍ରମ ଅଧୀନରେ ବାର୍ଷିକ ହାଇସ୍କୁଲ ପରୀକ୍ଷା ୨୦୨୫ରେ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆଜି ଠାରୁ ବ୍ଲକ ସ୍ତରରେ କର୍ମଶାଳା ଆରମ୍ଭ ହୋଇଛି। ପୁରୀ ଜିଲ୍ଲା ରେ ଏ -୧ ପାଇବାକୁ ଉଚ୍ଚାଭିଳାଷ ରଖିଥିବା ୧୨୫୫ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ବାର୍ଷିକ ହାଇସ୍କୁଲ ପରୀକ୍ଷା ୨୦୨୫ରେ ସଫଳ ହେବା ପାଇଁ ଜିଲ୍ଲା ସ୍ତରରୁ ମନୋନୀତ ହୋଇଥିବା…